ସୀମାନ୍ତରେ ମାଓବାଦୀଙ୍କ ଗୁପ୍ତ ବଙ୍କର ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓ ଦମନ ଅଭିଯାନ ସମୟରେ ପୋଲିସ ଦ୍ଵାରା ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି।

Read more

Advertisement

ଏବେ ଏବେ