ବିଧାୟକଙ୍କ ଦରମା ବୃଦ୍ଧି ମାମଲା: ଆବେଦନକୁ ଗ୍ରହଣ କଲେନି ହାଇକୋର୍ଟ

କଟକ, (ଓ୍ବାଇଏନଏସ): ବିଧାୟକଙ୍କ ଦରମା ବୃଦ୍ଧି ମାମଲା। ହାଇକୋର୍ଟରେ ଗ୍ରହଣ ହେଲାନି ଆବେଦନ । ଏ.ଜି ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ

Read more

Advertisement

ଏବେ ଏବେ