ଆଧୁନିକ ଟେରାକୋଟା ଡିଜାଇନ ପ୍ରଶିକ୍ଷଣ ଶିବିର ଉଦଯାପିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସ୍ୱେଛାସେବୀ ଅନୁଷ୍ଠାନ ରାଇଡ୍ ପକ୍ଷରୁ ନାବାର୍ଡ ସହଯୋଗରେ ୧୫ଦିନ ଧରି ପରକୁଳା ପଞ୍ଚାୟତରେ ଚାଲିଥିବା ଅତ୍ୟାଧୁନିକ ଟେରାକୋଟା ଡିଜାଇନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।

Read more

Advertisement

ଏବେ ଏବେ