ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ଵାଳଙ୍କ ଶ୍ରାଦ୍ଧ ସମାରୋହ
ଧାମନଗର (ଓ୍ବାଇଏନଏସ): ଧାମନଗର ହାଇସ୍କୁଲ ପରିସରରେ ଶିକ୍ଷାବିତ ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳ ପାଠାଗାର କକ୍ଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପରିଚାଳକ ରସାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମୀର ଗୋସ୍ୱାମୀ,ମୁଖ୍ୟ ବକ୍ତା ଭାବେ ବାଣି କବି ଦୟାନିଧି ମିଶ୍ର,ସମ୍ମାନିତ ଅତିଥି ଭାବେ କଳା ଜଗତର ବିନ୍ଧାଣି କଳାକାର ତଥା ନୃତ୍ୟ ସଙ୍ଗୀତ ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ,ଅବସରପ୍ରାପ୍ତ ଶିକ୍ଷକ ମହେଶ୍ବର ସ୍ୱାଇଁ,ନିରାକାର ଧଳ,ହୃଦାନନ୍ଦ କର,ରାମଚନ୍ଦ୍ର ସାହୁ,ଭିକାରୀ ବେହେରା,ପ୍ରମୋଦ ମହାକୁଡ଼,ସେକ ଅବଦୁଲ ହାକିମ,ହୁର୍ଷିକେଶ ବେହେରା,ନରେନ୍ଦ୍ର କୁମାର ମଲ୍ଲିକ,ଅବସରପ୍ରାପ୍ତ ଅଧ୍ୟାପକ ପଦ୍ମନାଭ ତ୍ରିପାଠୀ,ବରିଷ୍ଠ ସାମ୍ବାଦିକ ଅନିଲ କୁମାର ବାରିକ,କୃଷ୍ଣ ଚନ୍ଦ୍ର ଜେନା,ସୁଶାନ୍ତ କୁମାର ରାଉତ,ସେକ ଜାଫର ଅଲ୍ଲୀ,ଦୁର୍ଗାପ୍ରସାଦ ମହାପାତ୍ର,କୁମାରେଶ ଖିଲାରଙ୍କ ସମେତ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ସମାଜସେବୀ,ବୁଦ୍ଧିଜୀ


