ଜବତ କଇଁଛକୁ ନଦୀରେ ଛାଡ଼ିଲା ବନ ବିଭାଗ

ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର): ଗତ କାଲି ସୋମବାର ଦିନ ଚିତ୍ରକୋଣ୍ଡା ବନ ବିଭାଗ ପକ୍ଷରୁ ଓଡ଼ିଶା ଆନ୍ଧ୍ର ସୀମାନ୍ତ ରାଜୁଲକଣ୍ଡା ନିକଟରୁ ଚୋରା ଚାଲାଣ ବେଳେ ୧୦୦୦ କେଜିରୁ ଉର୍ଦ୍ଧ ପାଇଁତିରିଶଟି ବସ୍ତାରେ ଥିବା କଇଁଛ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଥିଲା । ଜବତ କିଛି କଇଁଛକୁ ମାନଙ୍କୁ ଆଜି ବାଲିମେଳା ଜଳ ଭଣ୍ଡାରରେ ଛଡା ଯାଇଥିବା ବେଳେ ଆଉ କିଛି କଇଁଛକୁ ମାଲକାନଗିରି ସତୀଗୁଡା ଓ ଡାଇକ -୩ ଡ୍ୟାମରେ ଛଡା ଯାଇଛି । ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଛି ଚିତ୍ରକୋଣ୍ଡା ବନ ବିଭାଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ