ବଜ୍ରାପାତରେ ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ନଂ ପଢିଆଠାରେ ରାଇରଙ୍ଗପୁର ଆଡ଼କୁ ଆସୁଥିବା ବେଳେ ବାଇକରେ ସ୍ୱାମୀ ସ୍ତ୍ରୀ ଆସୁଥିବା ବେଳେ ବଜ୍ରପାତରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ଘଟଣାଟି ଅପରାହ୍ନରେ ଘଟିଛି । ସେମାନେ ଝାରପୋଖରିଆ ଥାନା ଅନ୍ତର୍ଗତ ପାନ୍ଧଡା ଅଂଚଳର । ମୃତକ ହେଲେ ପ୍ରହଲ୍ଲାଦ ଗୋଛାୟତ ଏବଂ ଗୁରୁତର ସ୍ତ୍ରୀ ଅଂଜନା ଗୋଛାୟତ । ମୃତକଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ରେ ରଖା ଯାଇଥିବା ବେଳେ ଗୁରୁତର ମହିଳାଙ୍କୁ ବାରିପଦା ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ