ମୋହନା ହାଇସ୍କୁଲ ଛକ ରେ ଗୋଟିଏ ସପ୍ତାହ ହେଲା ଅଚଳ ହାଇମାଷ୍ଟ ଲାଇଟ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଜାତୀୟ ରାଜପଥ ୩୨୬ ଦେଇ ପ୍ରତେକ ଦୀନ ଶହ ଶହ ଯାନବାହାନ ଯାତାୟତ କରନ୍ତି l ମୋହନା ହାଇସ୍କୁଲ ଛକ ବଜାର ଟି ବ୍ୟବସାୟୀ ଙ୍କ ପେଣ୍ଠ ସ୍ଥଳୀ ଥିବା ବେଳେ ସନ୍ଧ୍ୟା ସମୟ ରେ ଭିଡ଼ ଜମିଥାଏ l ଏହି ସ୍ଥାନ ରେ ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କ ଦ୍ୱାରା ହାଇମାଷ୍ଟ ଲାଇଟ ର ବ୍ୟବସ୍ଥା କରାଯଇଥିଲା l କିଛି ମାସ ଭଲ ରେ ଆଲୋକ ବ୍ୟବସ୍ଥା ଚାଲିଥିଲା କିନ୍ତୁ ଗତ ଏକ ସପ୍ତାହ ହେଲା ଲାଇଟ ଅଚଳ ହେlଇ ଅନ୍ଧାର ହେlଇଛି ହାଇସ୍କୁଲ ଛକ l ଯାହାକୁ ନେଇ ଗଣେଷ ବଣିକ ସଂଘ ପଂଚାୟତ କୁ ଯାଇ ଅଭିଯୋଗ କରିଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସମଧାନ ହୋଇନାହିଁ l ତେଣୁ ତୁରନ୍ତ ଏହି ଲାଇଟ୍ ମରାମତି କରିବାକୁ ଦାବି କରିଛି ବଣିକ ସଂଘ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ