ଅଦ୍ଭୁତ ମଣିଷ

ଆଜି ଆମେ ପୃଥିବୀ ବାହାରେ ମଣିଷର ସନ୍ଧାନ କରୁଥିବାବେଳେ ଆମରି ପାଖରେ ଏମିତି ଏକ ଗୋଷ୍ଠୀ ଅଛନ୍ତି ଯାହା ଆମ ସକାଶେ ସମ୍ପୂର୍ଣ୍ଣ ଅପରିଚିତ । ସେମାନେ ହେଉଛନ୍ତି ଆଣ୍ଡାମାନ ଦ୍ୱୀପପୁଞ୍ଜ ଅନ୍ତର୍ଗତ ସେଣ୍ଟିନେଲ ଦ୍ୱୀପର ଅଧିବାସୀ । ହଜାର ହଜାର ବର୍ଷ ପୂର୍ବେ ଆମର ପୂର୍ବଜମାନେ ଯେମିତି ଥିଲେ ସେମାନଙ୍କର ଆଜିର ଜୀବନଶୈଳୀ ଠିକ୍ ସେହିଭଳି । ସେମାନଙ୍କର ସଂଖ୍ୟା ସର୍ବାଧିକ ୫୦୦ ହେବ ବୋଲି ଆକଳନ କରାଯାଏ । ଏହି ଗୋଷ୍ଠୀର ବିଶେଷ ଲକ୍ଷଣ ହେଉଛି – ସେମାନେ ବାହାର ଦୁନିଆ ସହିତ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ