ଅଧ୍ୟାପକ ଙ୍କ ଆତ୍ମହତ୍ୟା

(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅର୍ନ୍ତଗତ ବି.ଡି ପୁର ଶାସନ ରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ର ଇତିହାସ ବିଭାଗର ର ମୁଖ୍ୟ ଅଧ୍ୟାପକ ପ୍ରଭାକର ମହାପାତ୍ର ଗତ କାଲି ବିଳମ୍ବିତ ରାତି ରେ ବେଲଗୁଣ୍ଠା ରେ ରହୁଥିବା ଭଡା ଘରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ର କରାଣ ଅସ୍ପଷ୍ଟ ରହିଛି , ମୃତ ଶରୀରକୁ ବ୍ୟବଚ୍ଚେଦ ନିମନ୍ତେ ଭଞ୍ଜନଗର ଚିକିତ୍ସାଳୟ କୁ ଅଣାଯାଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ