ଆଧାର ସହ ଡ୍ରାଇଭିଂ ଲାଇସେନ ସଂଯୋଗ ହେବ – ରବିଶଙ୍କର ପ୍ରସାଦ

ଡ୍ରାଇଭିଂ ଲାଇସେନ୍, ସହ ଆଧାର କାର୍ଡକୁ ସଂଯୋଗ କରାଯିବ ବୋଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏହା ଦ୍ୱାରା ଲାଇସେନ୍ସ ଜାଲିଆତି କୁ ରୋକାଯାଇ ପାରିବ ସହ ସ୍ୱସ୍ଥତା ଆସିପାରିବ । ଆଧାର ବ୍ୟବସ୍ଥାରେ ଡିଜିଟାଲ ପରିଚୟର ବ୍ୟବସ୍ଥା ପ୍ରଚଳନ ଯୋଗୁଁ ସରକାର ୧ଲକ୍ଷ ୪୭ହଜାର ୬୭୭ କୋଟି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହୋଇଛନ୍ତି ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ