ଆଫଗାନିସ୍ତାନ ରେ ଆତଙ୍କବାଦୀଙ୍କ ଆକ୍ରମଣ ୧୭ ମୃତ୍ୟ

ତଖର- ଆଫଗାନିସ୍ତାନର ତଖର ଅଞ୍ଚଳରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୧୭ ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାଅନୁସାରେ ଖ୍ବାଜା ବାହାଉଦ୍ଦିନ ଜିଲ୍ଲାର ତଖର ଅଞ୍ଚଳରେ ଶନିବାର ରାତିରେ ଆତଙ୍କବାଦୀ ଆକ୍ରମଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ