ଦେଶ ବିଦେଶ କୋଟା ହସ୍ପିଟାଲରେ ବାସ୍ପପତି ଓମ୍ ବିର୍ଲା 29/12/2019 YWPSENU4 0 Comments କୋଟା ହସ୍ପିଟାଲରେ ବାସ୍ପପତି ଓମ୍ ବିର୍ଲା ଜୟପୁର- ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥିବା କୋଟାର ଏକ ସରକାରୀ ହସ୍ପିଟାଲ କୁ ରବିବାର ଲୋକ ସଭା ବାସ୍ପପତି ଓମ୍ ବିର୍ଲା ଗସ୍ତ କରିଥିଲେ। ସେଠାରେ ସେ ମେଡିକାଲ ଉପକରଣ ଓ ଭିତ୍ତି ଭୂମି ଠୁକ୍ ନଥିବା କହିବା ସହ ଅନେକ ଯନ୍ତ୍ରପାତି କାମ କରୁନଥିବା ଦେଖିବାକୁ ପାଇଥିଲେ । Spread the love