ଆଫିନ୍ ଏବଂ ଓଆଇଜି ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ମେଗା ରକ୍ତ ଦାନ ଶିବିର
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ) :- ଆଜି ତାରପୁର କବିତା ମଣ୍ଡପ ଠାରେ ଆଫିନ୍ ଏବଂ ଓଆଇଜି ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିର ରେ ରେକର୍ଡ ସଂଖ୍ୟକ ୩୫୦ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିଲା। ସକାଳ ୯ ଘଟିକାରେ ଆଫିନ୍ ଏବଂ ଓଆଇଜି ସଙ୍ଗଠନ ର ପ୍ରତିଷ୍ଠାତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଓ ମୁଖ୍ୟ ଉପଦେଷ୍ଟା ଦେବ ପ୍ରସାଦ ନାୟକ ଆନୁଷ୍ଠାନିକ ଭାବେ ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ। ପ୍ରବଳ ଗରମ ସ୍ୱତ୍ତେ ଇଂ ମଲ୍ଲିକ ଙ୍କ ଅନୁରୋଧ କୁ ଅଗ୍ରାହ୍ୟ ନ କରି ପାରି ତିର୍ତ୍ତୋଲ, ରଘୁନାଥପୁର, ବିରିଡି, ନାଉଗାଁ, ଜଗତସିଂହପୁର, ପାରାଦ୍ୱୀପ, ଏରସମା, କୁଜଙ୍ଗ, କଲେଜ ଛାତ୍ରଛାତ୍ରୀ, ପାରଦ୍ବୀପ ଅଞ୍ଚଳ ରୁ ବହୁ ରକ୍ତଦାତା ରକ୍ତଦାନ ଶିବିର ରେ ପହଞ୍ଚି ରକ୍ତ ଦାନ କରିଥିଲେ । ଏହି ରକ୍ତଦାନ ଶିବିର ରେ ପ୍ରଦ୍ୟୁମ୍ନ କିଶୋର ଚୟନୀ, ନିହାର ରଞ୍ଜନ ନାୟକ, ନଟବର ବାରିକ, ବିପ୍ଳବ ଚୌଧୁରୀ, ପ୍ରଶାନ୍ତ ମଲ୍ଲିକ, ସୁନୀଲ ମାଟିଆ, ସ୍ମୁତି ରଞ୍ଜନ ଜେନା, ସୂରୁପ କାନୁନଗୋ, ଦେବୀ ପ୍ରସାଦ ପାଳ, ଶ୍ରୀପତି ଲେଙ୍କା, ବେଦଦ୍ୟୁତି ପ୍ରୁଷ୍ଟି , ଧନଞ୍ଜୟ ସୂତାର, ଅଶ୍ବୀନି ସ୍ୱାଇଁ, ତ୍ରିଲୋଚନ ରାଉତ, ସଫି ଆଜମ୍, ରଞ୍ଜନ ସାହୁ, ଅରୁଣ ମଲ୍ଲିକ, ରିଙ୍କୁ ପାଲ୍, ଅରବିନ୍ଦ ସ୍ୱାଇଁ, ସୁନୀଲ ରାଣା, ଦେବବ୍ରତ ତ୍ରିପାଠୀ, ବିଶ୍ବରଞ୍ଜନ ଲେଙ୍କା, ଲକ୍ଷ୍ମୀଧର ଦାସ, ସତ୍ୟ ଭୂଷଣ ଦାସ, ବ୍ରଜ କିଶୋର ମଲ୍ଲିକ, ରାଜେଶ ସାହାଣୀ, ଜୟନ୍ତ ପରିଜା, ଧ୍ରୁବ ତରଣ ଦାସ, ପ୍ରତ୍ୟୁଷ ପରିଜା, ପ୍ରଗତି ପରିଜା, ଭିକି ଶର୍ମା, ତର୍ପଣ ଶତପଥୀ, ସୌମ୍ୟ ପ୍ରିତମ, ଜଗନ୍ନାଥ ଦାସ, ଅଜୟ ମଲ୍ଲିକ, ଦିଗ୍ ବିଜୟ ମହାନ୍ତି, ରଞ୍ଜିତ କର, ଅନନ୍ତ ରାଜ ନାୟକ, ଦିପ୍ତୀ ରଞ୍ଜନ ନାୟକ, ସନ୍ତୋଷ ମଲ୍ଲିକ, ମାନସ ବେହେରା,ଅନୁଷୟା ପ୍ରଧାନ, ପ୍ରକାଶ ସାସମଲ, ସଂଗ୍ରାମ ଦାସ, ଅମରଜିତ୍ ପରିଜା, ରାକେଶ ସ୍ୱାଇଁ , ଅଭିନନ୍ଦନ ସେଠୀ, ସୁଦାମ ସ୍ୱାଇଁ, କବିର ପ୍ରସାଦ ଦାସ, ପ୍ରବୀର ସ୍ୱାଇଁ , ରାକେଶ ମଲ୍ଲିକ, ପବିତ୍ର ପାଲ୍, ବିରେନ୍ କୁମାର ଦଳାଇ, ପ୍ରିୟବ୍ରତ ନାୟକ, ରଜତ ସାହୁ, ସାଇଦତ୍ତ ଦାଶ।ସମାଜ ବିକାଶ ମିଶନ୍ ର ସମ୍ପାଦକ ସରିତ ମହାପାତ୍ର, ଉମାକାନ୍ତ ପାତ୍ର, ଆର୍ତ୍ତତ୍ରାଣ ପଣ୍ଡା , ସର୍ବେଶ୍ଵର ପଣ୍ଡା, ରଞ୍ଜିତ ଜେନା, ମାନସ ଗୋଚ୍ଛାୟତ, ବିଜନ ସ୍ୱାଇଁ, ପରେଶ୍ ପାତ୍ର, ରମାକାନ୍ତ ଦାସ, ସନ୍ତୋଷ ପାତ୍ର, ସୌମେନ୍ଦ୍ର ମହାପାତ୍ର, ସରୋଜ ବାରିକ, ତ୍ରିଲୋଚନ ରାଉତ, ସୁନୀଲ କୁମାର ଜେନା, ଆଦିତ୍ୟ ସ୍ୱାଇଁ, ସ୍ରୁଜନିକା ରାଉତ, ଜିତେନ୍ଦ୍ର ମଲ୍ଲିକ, ବସନ୍ତ ଦାଶ, ପ୍ରଦିପ୍ତ ସୁନ୍ଦର ନାୟକ, ବବୁ ତ୍ରୀପାଠୀ, ସାଇ ପ୍ରଭଞ୍ଜନ ମହା ପାତ୍ର, ସୁଶାନ୍ତ ସାହୁ, ଜଗନ୍ନାଥ ସେବା ସଙ୍ଗଠନ ର ଦେବୀ ପ୍ରସାଦ ମଣ୍ଡଳ, ସତ୍ୟବ୍ରତ ସାହୁ, ସୁକାନ୍ତ, ପ୍ରିୟବ୍ରତ ମିଶ୍ରି, ଦିପକ କୁମାର ପଶାୟତ, ଦେବାଶିଷ ମହାପାତ୍ର , ସୌରଜିତ୍ ମହାପାତ୍ର, ସନ୍ତୋଷ ଭୋଇ,ନରଞ୍ଜନ ସାହୁ ସଞ୍ଜୟ ସାହୁ,ପରେଶ ଜେନାମଣି, ବଳରାମ ମଲ୍ଲିକ, ଭଗ୍ୟଧର ଜେନା, ଶୁଭେନ୍ଦ୍ର କାନ୍ତ ରାଉତରାୟ , ସତ୍ୟଜିତ ମହାନ୍ତି, କିଶୋର ପଟ୍ଟନାୟକ, ବିବେକାନନ୍ଦ ବେହେରା, ସୁଶୀଲ କୁମାର ଦାଶ, ପଞ୍ଚାନନ ସେଠୀ, ପ୍ରମୁଖ ଯୋଗଦାନ କରି ରକ୍ତଦାନ କରିଥିଲେ।କଟକ ରେଡକ୍ରସ ଓ ଜଗତସିଂହପୁର ରେଡକ୍ରସ ରକ୍ତ ସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିର କୁ ସଫଳ କରିଥିବା ସମସ୍ତ ରକ୍ତଦାତା , ସଂଯୋଜକ ଓ ରେଡକ୍ରସ ର କର୍ମକର୍ତ୍ତା ମାନଙ୍କୁ ଇଂ ମଲ୍ଲିକ ଓ ଦେବ ପ୍ରସାଦ ନାୟକ ଧନ୍ୟବାଦ ଜଣାଇଛନ୍ତି ।


