ଆୟୁଷ ମେଡିସିନ ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ: କରୋନା କବଳରେ ଏବେ ସାରା ବିଶ୍ୱ । କରୋନା ଟିକାକୁ ନେଇ ଏବେ ବିଶ୍ୱବାସୀ ଚାହିଁ ବସିଛନ୍ତି । ତେବେ ଏହାରି ଭିତରେ ଭାରତରେ ଆୟୁଷ ଔଷଧର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ଏଣିକି କରୋନା ବିରୋଧୀ ଯୁଦ୍ଧରେ ଆୟୁର୍ବେଦ ଔଷଦ ଯୋଦ୍ଧା ସାଜିବ । ଅଶ୍ୱଗନ୍ଧା, ଜଷ୍ଟିମଧୁ, ଗୁଡ଼ୁଚି ପିପ୍ପଳି, ଅୟୁଷ-୬୪ ଆଦିର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ କର୍ମୀଙ୍କ ଠାରେ ମେଡିସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ