ଇଲେକ୍ଟ୍ରିସିଆନ୍ ମ।ନଙ୍କୁ ନିର।ପଦ ଓ ସୁରକ୍ଷିତ କ।ର୍ଯ୍ୟ କରିବ। ନେଇ ତ।ଲିମ  ଶିବିର

ବେଲଗୁଣ୍ଠ।- ଦେଶର ଅଗ୍ରଣୀ ଇଲେକ୍ଟ୍ରିକ।ଲ ତ।ର ନିର୍ମ।ତ। କେଇଆଇ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ ତରଫରୁ ବେଲଗୁଣ୍ଠ। ଅଞ୍ଚଳର ଘରୋଇ ଇଲେକ୍ଟ୍ରସିଆନ ମ।ନଙ୍କୁ ନେଇ ଏକ ତ।ଲିମ ଶିବିର ବେଲଗୁଣ୍ଠ। ପ୍ରେସ୍ କ୍ଳବ ଠ।ରେ ଅନଷ୍ଠିତ ହୋଇଯ।ଇଅଛି । କମ୍ପ।ନୀର ଦକ୍ଷିଣ ଓଡିଶ। ସେଲସ ନିର୍ବ।ହୀ ଅଧିକ।ରୀ ଅଶ୍ୱିନୀ କୁମ।ର ମହ।ନ୍ତି ଯୋଗ ଦେଇ ଇଲେକ୍ଟ୍ରିସିଆନ ମ।ନଙ୍କୁ ତ।ର ଗୁଣ।ବତ୍ତ। ବିଷୟରେ ଅବଲୋକନ କର।ଇଥିଲେ ଏବଂ ବୈଦୁତିକ କ।ର୍ଯ୍ୟ କରୁଥିବ। ସମୟରେ ଅସ।ବଧ।ନତ। ଯୋଗୁଁ ଦୁର୍ଘଟଣ। ଘଟୁଛି ।ଏହ।କୁ ଦୃଷ୍ଟିରେ ରଖି ନିର।ପଦ ଓ ସୁରକ୍ଷିତ ଭ।ବେ କିପର କ।ର୍ଯ୍ୟ କର।ଯ।ଇପ।ରିବ ଏହି ତ।ଲିମ ଶିବିର ର ମୁଳ ଲକ୍ଷ ବୋଲି ପ୍ରକ।ଶ କରିଥିଲେ ।ସବୁବେଳେ ଉନ୍ନତ ମ।ନର ତ।ର ଓ ଶୁଦ୍ଧ ତମ୍ବ।ରେ ତିଆରି ତ।ର ବ୍ୟବହ।ର କରିବ। ପ।ଇଁ ଗୁରୁତ୍ୱ ଦିଆଯ।ଇଥିଲ। । କମ୍ପ।ନୀ ତରଫରୁ ସୁରକ୍ଷିତ କ।ର୍ଯ୍ୟ କରିବ। ପ।ଇଁ କିଛି ଯ।ନ୍ତ୍ରିକ ସରଞ୍ଜ।ମ ପ୍ରଦ।ନ ଯ।ଇଥିଲ। । ଏହି ଶିବିର ବେଲଗୁଣ୍ଠ। ଜଗନ୍ନ।ଥ ଇଲେକ୍ଟ୍ରିକ।ଲର ସହଯୋଗ ରେ ହୋଇଥିବ। ବେଳେ ଅତିଥି ଭ।ବରେ ସ।ଇକ୍ରିଷ୍ଣ। ପ।ତ୍ର, ବେଲଗୁଣ୍ଠ। ପ୍ରେସ୍ କ୍ଳବ ସଭ।ପତି ପ୍ରଦ୍ୟୁମ୍ନ ପ।ତ୍ର, କୋଷ।ଧ୍ୟକ୍ଷ ପ୍ରଭ।ତ କୁମ।ର ସ।ହୁ ଯୋଗ ଦେଇଥିଲେ । କମ୍ପ।ନୀର ଏହିପରି ଜନହିତକର କ।ର୍ଯ୍ୟକ୍ରମ କୁ ଯୁବ ସ।ମ୍ବ।ଦିକ ଶିବର।ମ ଚୌଧୁରୀ ପ୍ରଶଂସ। କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ