ଦେଶ ବିଦେଶ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ 09/07/201909/07/2019 admin 0 Comments ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ଋାୟପୁର, ଛତିଶଗଡ ସୁକମା ଦବାକୋଣ୍ଟାରେ ଡିଆରଜିଙ୍କ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି । ନିକଟରୁ ଏକ ଇନସାସ ରାଇଫଲ ଜବତ ହୋଇଛି । ମିଳିଥିବା ଖବର ଅନୁଯାୟୀ ଏସଟିଏଫ୍ , ଡିଆରଜି ,ଓ କୋବ୍ରା ବାଟାଲିୟନର ସର୍ଚ୍ଚ ଅପରେସନ ସମୟରେ ଡିଆରଜି ଯବାନ ଏନକାଉଣ୍ଟରରେ ୧ ନକ୍ସଲ ମୃତ ବରଣ କରିଛି । Spread the love