ଓଡିଶାରେ ଆଇବିଆଇ ଗଭର୍ଣ୍ଣର
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଓଡିିଶା ଗ୍ରସ୍ତରେ ଆସଛନ୍ତି । ସେ ଆଜି ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବ ଉପସ୍ଥିତ ରହି ଅନେକ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡିଛି । ସୁଚନାଯୋଗ୍ୟ , ରିଜର୍ଭବ୍ୟାଙ୍କର ୨୫ ତମ ଗଭର୍ଣ୍ଣରଭାବେ ଶକ୍ତିକାନ୍ତ ଦାସ ୧ ବର୍ଷ ପୁରଣ କରିବାକୁ ଯାଉଛନ୍ତି ।