କରାଚିରେ ରହୁଛି ଦାଉଦ୍ ମିଳିଲା ପ୍ରମାଣ
କରାଚି , ବେଆଇନ ଅର୍ଥ କାରବାର ଓ ବଳପୂର୍ବକ ଟଙ୍କା ଆଦାୟ ଓ ନିଶାକାରବାରେ ସଂପୃକ୍ତ ଥିବା ତଥା ୧୯୯୩ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଦାଉଦ୍ ଇବ୍ରାହିମ ପଳାତକ ଅଣ୍ଡରୱାଲର୍ଡ ଡନ୍ ଘୋଷଣା ହୋଇଥିବାବେଳେ ସେ ପାକିସ୍ଥାନରେ ବସବାସ କରୁଥିବା ସଦ୍ୟ ପ୍ରମାଣ ମିଳିଛି । ଏ ସଂପର୍କିତ କିଛି ଫଟୋ ଇଂରାଜୀ ନ୍ୟୁଜ୍ରେ କିଛି ଫଟୋ ଉତ୍ତୋଳନ କରାଯାଇଥିବା ଚେନେଲ ଦର୍ଶାଇଛି । ଦାଉଦ ୍ଏବେ ପାକିସ୍ତାନର ବିମାନ କରାଚିରେ ଆତ୍ମଗୋପନ କରିରହିଥିବା ସଦ୍ୟ ପ୍ରମାଣ ଉପଲବ୍ଧ ହୋଇଛି । ଇବ୍ରାହିମ ତାଙ୍କର ଘନିଷ୍ଠ ଜବିର ମୋତିୱାଲା ଙ୍କ ସହ ଭେଟ ହୋଇଥିଲା ବେଳେ ତାଙ୍କର ଫଟୋ ଉତ୍ତୋଳନ କରାଯାଇଥିବା ଜଣାପଡିଛି ।


