କେନାଲ ରୁ ନବଜାତ ଶିଶୁପୁତ୍ର ର ମର ଶରୀର ଉଦ୍ଧାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ପାଟପୁର ଥାନା ଅନ୍ତର୍ଗତ ଋଷିକୁଲ୍ୟା କେନାଲ ରୁ ଜଣେ ନବଜାତ ଶିଶୁ ପୁତ୍ର ର ମର ଶରୀର ଉଦ୍ଧାର କରିଛି ପୋଲିସ l ଅଣ୍ଡିରା ସିଂ ରୁ କଉଡ଼ିଆ ପଟକୁ ଯାଇଥିବା ଋଷିକୁଲ୍ୟା କେନାଲ ରୁ ଜଣେ ଶିଶୁ ପୁତ୍ର ର ମୃତ ଶରୀର ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ୦୨/୨୨ ରେ ରୂଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଇଥିବା ଜଣା ପଡ଼ିଛି l ମୃତ ର କାରଣ ଅଶ୍ୱଷ୍ଟ ରହିଥିବା ବେଳେ କେହି ଜନ୍ମ କରି ଫୋପାଡି ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l ପାଟପୁର ଏସ ଆଇ ଟୁନା ପିଡିକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ