କ୍ୟାରିଅର ପାୱାର ଇନଷ୍ଟିଟ୍ୟୁସନରେ ନିର୍ମଳା ଦାସଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କ୍ୟାରିଅର ପାୱାର ଇନଷ୍ଟିଟ୍ୟୁସନ ପରିସରରେ ସ୍ୱର୍ଗତ ନିର୍ମଳା ଦାସଙ୍କ ସ୍ମୃତି ଉଦେଶ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଓମଫେଡର ପୂର୍ବତନ ପରିଚାଳକ ସାରଥୀ ଚନ୍ଦ୍ର କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଶିବିରରେ ୪୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ବିଶ୍ୱନାଥ ପ୍ରତିହାରୀ ଓ ବିଶ୍ୱଜିତ ବେଉରା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ