ଗଜପତି ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ୪୬ତମ ଶ୍ରଦ୍ଧବାର୍ଷିକୀ ଅବସରରେ ସର୍ଦ୍ଧାର ବଲଭ ଭାଇ ପଟେଲ ବହୁମୁଖୀ ସଂଘ ତରଫରୁ ପାଳନ କରାଯାଇଛି । ବ୍ରହ୍ମପୁର ବଡ଼ ମେଡିକାଲ କଲେଜମେଡିକାଲ କଲେଜ ସମ୍ମୁଖରେ ଥିବା ମହାରାଜା କୃଷ୍ଣୂଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯିବା ସହ ତାଙ୍କ ସ୍ମୁତି ଆଚରଣ କରାଯାଇଥିଲା । ସେ ଜଣେ ଦେଶପ୍ରେମୀ, ତ୍ୟାଗୀ ଓ ଜିଦିଖୋର ବ୍ୟକ୍ତିିବ ଥିଲେ । ଏହି କାର‌୍ୟ୍ୟକ୍ରମ ରେ ସଙ୍ଘର ସଭାପତି ରାମ କୁମାର ପାତ୍ର, ପ୍ରହଲ୍ଲାଦ ପାଣିଗ୍ରାହୀ, ଅଶୋକ ନିମାଇଁ, ଭଗବାନ ଭୂୟାଁ, କେଶବ ପାଢ଼ୀ, ସନ୍ତୋଷ ସାବତ, ଆଲୋକ ଚୌଧୁରୀ, ଟୁଟୁ ନାୟକ, ମହେଶ୍ୱର ବାଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ