ଗଜଲକ୍ଷ୍ମୀ ପୂଜାରେ ଭଜନ ସମାରୋହ

ବେଲଗୁଣ୍ଠା, (ଯୁଗାବ୍ଦ ନ୍ୟୁଜ) : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଘୂ. ନୂଆଗାଁ ଆଡୁଆ ବଡଦାଣ୍ଡ ସାହିରେ ଆୟୋଜିତ ହୋଇଥିବା ମା ଗଜଲକ୍ଷ୍ମୀ ପୂଜା ଅବସରରେ ଗୁରୁବାର ରାତ୍ର ୮ଘଣ୍ଟା ସମୟରେ ପ୍ରଜ୍ଞା ସଂଗୀତ ଓ ନୃତ୍ୟ କେନ୍ଦ୍ର ଲଣ୍ଡେଇ ସାହିର କୁନି କୁନି କଳାକାରଙ୍କ ଦ୍ୱାରା ଭଜନ ର୍କ୍ୟାକ୍ରମ ସମାରୋହ ବ୍ଲକ ଚେୟାରମ୍ୟାନ କେ. ଋବିନ୍ଦ୍ର କୁମାର ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ ର୍କାକ୍ରମରେ ମୁଖ୍ୟ ବକ୍ତାଭାବେ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ିଙ୍କି ପରିଡା, ସମ୍ମାନିତ ଅତିଥୀ ଭାବେ ଗାଙ୍ଗୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ, ଶାସନ ସରପଞ୍ଚ ସଞ୍ଜୟ ୍ରଧାନ, ନୂଆଗାଁ ସମିତି ସଭ୍ୟ ମୁନା ପରିଡା, ବେଲକୁଣ୍ଠା ୍େରସ କ୍ଲବ ସଭାତି ପ୍ରଦ୍ୟୁମ୍ନ ପାତ୍ର, କାହ୍ନୁ ଚରଣ ସାବତ. ପୁର୍ବତନ ସରଞ୍ଚ ସୁବାଷ ଖଣ୍ଡୁଆଳ , ସମ୍ପାଦକ ଆକୁଳ ଜେନା, ବଡପଡା ପ୍ରତିନିଧି ସଭ୍ୟ ଭଜରାଜ ମଲ୍ଲିକ ପ୍ରମୁଖ ୋଗ ଦେଇ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗୀତାରେ କୃତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ