ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଯିବା ରାସ୍ତାକୁ ସିଲ କଲା ପ୍ରଶାସନ

ମୋହନା, (ଅଂଶୁମାନ ପଣ୍ଡା): ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ କଡା ସୁରକ୍ଷା କରିବା ସହ ଜିଲ୍ଲା କୁ ଯୋଗଯୋଗ କରୁଥିବା ରାସ୍ତା ଗୁଡିକୁ ବନ୍ଦ କରିଦିଅ ଯାଇଛି । ଆଗରୁ କମାଳାପୁର ନିକଟରେ ଗଞ୍ଜାମ ଗଜପତି ସୀମାକୁ ବନ୍ଦ କିରିଦିଆ ଯାଇଥିଲା ବର୍ତମାନ ଗଞ୍ଜାମ ପଟୁ ବଡ଼ଗଡ଼ ଦେଇବିଭିନ ଲୁକେ ଜିଲ୍ଲାକୁ ପ୍ରବେଶ କରୁଥିବାରୁ ଭୁଜି ଭାତ କରି ଆକ୍ରାନ୍ତ ସଂଖ୍ୟା ବଡୁଛି ତେଣୁ ଜରଊ ଗାଁ ନିକଟସ୍ଥ ଗଞ୍ଜାମ ଗଜପତି ସୀମାକୁ ବନ୍ଦ କରିଦିଅ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ