ଗ୍ଲୋବାଲ ଅଭିନେତ୍ରୀ ପିସି ଙ୍କ ଜନ୍ମଦିନ
(ଯୁଗାବ୍ଦ ନ୍ୟୁଜ) ଆଜି ମିସ ୱାଲର୍ଡ ପ୍ରିୟଙ୍କା ଚୋର୍ପା ଜୋନସ ଙ୍କ ୩୭ ବର୍ଷରେ ପାଦ ଥାପିଛନ୍ତି । ବଲିଉଡ ର ଏହି ବ୍ୟୟବହୁଳ ଅଭିନେତ୍ରୀ ଙ୍କ ଜନ୍ମଦିନରେ ଅନେକ ଅଭିନେତା ଅଭିନେତ୍ର୍ୀ ତାଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ଅନିସ କପୁର ଙ୍କ ଠାରୁ ଆରମ୍ଭ କରି ଜ୍ୟାନ୍ସି ଗାର୍ଲ ମାଧୁରୀ ଙ୍କ ଭଳି ହାଇପ୍ରୋଫାଇଲ ସେଲିବ୍ରିଟି ତାଙ୍କୁ ଶୁୁଭେଚ୍ଚା ଜ୍ଞାପନ କରିଛନ୍ତି । ଅନିଲ କପୁର ହାପି ବାର୍ଥ ଡେ ୱିସ ଜଣାଇବା ସହିତ ସେ କହିଛନ୍ତି ଅଭିନେତ୍ରୀ ଭାବେ ତୁମ ସହିତ କାମ କର୍ିବାକୁ ଖୁବ ମଜ୍ଜା ଲାଗେ । ମାଧୁରୀ କହିଛନ୍ତି ଦେଶୀଗାର୍ଲ ଙ୍କୁ ୱିସ କରିବା ସହିତ ପରଦା ଓ ପରଦା ବାହାରେ ସବୁବେଳେ ଖୁସିରେ ଥାଓ ବୋଲି ନିଜ ବାର୍ତ୍ତା ରେ କହିଛନ୍ତି । ଅନ୍ୟପଟେ ଆଲିଆ ଭଟ୍ଟ ଲେଖିଛନ୍ତି ସରା ବିଶ୍ୱ ର ଝିଅ ମାନଙ୍କ ପାଇଁ ତୁମେ ଆଦର୍ଶ ଭଳି ରହିବ । ତା ସହିଜ ସୋନମ କପୁର ଇଷ୍ଟାଗ୍ରାମରେ ପୋଷ୍ଟ କର୍ିଛନ୍ତି ଯେ ତୁମ ପାଇଁ ଆସୁଥିବା ଦିନ ଗୁଡିକ ଶୁଭଙ୍କର ହେଉ । ପ୍ର୍ୟିଙ୍କା ମିସ ୱାଲର୍ଡ ହେବା ପରେ ଆଉ ପଛକୁ ଚାହିଁ ନଥିଲେ । ଗୋଟିଏ ପରେ ଗୋଟିଏ ସିଡି ପାର ହୋଇ ନିଜର ହାଇପ୍ରୋଫାଇଲ ବ୍ରାଣ୍ଡ ବଜାୟ ରଖିଛନ୍ତି । ପ୍ରିୟଙ୍କା ଅନେକ ପୁରସ୍କାରର ଅଧିକାରୀଣି ହୋଇପାରିଛନ୍ତି । ୨୦୧୬ ରେ ଭାରତ ସରକାର ଙ୍କ ପକ୍ଷରୁ ପଦ୍ମଶ୍ରୀ ଉପାଧି ନ୍ୟାସନାଲ ଫିଲ୍ମ ଆୱାର୍ଡ , ୨୦୦୩ ରେ ବଲିଉଡ ଫିଲ୍ମ ଦ ହିରୋ ରୁ ନିଜର ଅଭିନୟ ଆରମ୍ଭ କର୍ିଥିଲେ ଏହି ଦେଶୀ ଗାର୍ଲ ନିକଟରେ ଆମେରିକୀୟ ପପ ଷ୍ଟାର ଙ୍କ ୁପ୍ରେମ ବିବାହ କର୍ିିଛନ୍ତି ।


