ଚମାଖଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଯାଞ୍ଚ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ):ଆଗାମୀ ସଧାରଣ ନିର୍ବାଚନ କୁ ଦୃଷ୍ଟି ରଖି, ଏହାକୁ କିପରି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର‌୍ୟ୍ୟ କରାଯାଉଛି । ବିଭିନ୍ନ ଥାନା ଅଂଚଳ ରେ କଡା କଡ଼ି ଯାଞ୍ଚ କରାଯାଉଛି, ଚମାଖଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ଗୁଡ଼ିକୁ ଯାଞ୍ଚ କାର‌୍ୟ୍ୟ ଚାଲୁ ରହିଛି । ରବିବାର ରାତି ରେ ଥାନା ପକ୍ଷରୁ ବିଭିନ୍ନ ସ୍ଥାନ ରେ ଯାଞ୍ଚ କରାଯାଇ ୧୦ ଟି ବାଇକ କୁ ଜବତ କରିଛି ପୋଲିସ।ସେଥି ମଧ୍ୟ ରୁ ମଦ୍ୟପାନ କରି ଗାଡି ଚଳାଉଥିବା ନେଇ ୬ ଟି ବାଇକ ଜବତ ହୋଇଥିବା ବେଳେ ଗୋଟିଏ ବାଇକ ରେ ୩ଜଣ ବସିଥିବା ନେଇ ୪ଟି ବାଇକ କୁ ଧରିଛି ପୋଲିସ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ