ଚିଲିକା ଛୁଇଁଲା କରୋନା : ୨ ଆକ୍ରାନ୍ତ ଚିହ୍ନଟ

ଚିଲିକା : ଚିଲିକା ଛୁଇଁଛି କରୋନା । ରବିବାର ଚିହ୍ନଟ ୯୧ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ରହିଥିବା ବେଳେ ତନ୍ମଧ୍ୟରୁ ଦୁଇ ଜଣ ଚିଲିକା ବ୍ଲକର ରହିଛନ୍ତି । ଦୁଇ ଆକ୍ରାନ୍ତ ହାଟବରଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଇନଡା ଏବଂ ସିଙ୍ଗେଶ୍ବର ପଞ୍ଚାୟତ ଅନ୍ତର୍ଗତ ଘିଅଖୋଲା ଗ୍ରାମର ବୋଲି ଜଣାପଡିଛି । ଉଭୟ ଆକ୍ରାନ୍ତ ସୁରଟ ଫେରନ୍ତା ଏବଂ ସେମାନେ କ୍ବାରେଣ୍ଟାଇନ୍‌ରେ ରହିଥିଲେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ