ଜାଲରେ ପଡିଲା ମୃତ ବୋଡା ସାପ

ଛତ୍ରପୁର,(ଦେବଦତ୍ତ ମହାରଣା) : ତରେଇପାଟପୁର ଗ୍ରାମ ନିକଟସ୍ଥ ତାମ୍ପରା ହ୍ରଦରେ ଗ୍ରାମର ଜୈନକ ଧୀବର ମାଛ ଧରିବା ନିମନ୍ତେ ଜାଲ ପକାଇଥିଲେ । ଜାଲ ଉଠାଇଲା ବେଳେ ତାଙ୍କ ଜାଲ ଭିତରେ ସାତଫୁଟରୁ ଅଧିକ ଲମ୍ଭାର ଏକ ମୃତ ବୋଡା ସାପ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାଫଳରେ ସେ ଭୟଭୀତ ହୋଇ ଜାଲଟିକୁ ଗ୍ରାମର ହ୍ରଦ ନିକଟକୁ ଆଣିଥିଲେ । ଜାଲରୁ ବୋଡା ସାପକକୁ କାଡିଥିଲେ । ଏହି ସାପକୁ ଦେଖିବା ନିମନ୍ତେ ଗ୍ରାମର ବହୁ ଧୀବର ଓ ଗ୍ରାମବାସୀ ମାନେ ହ୍ରଦ ନିକଟକୁ ଆସିଥିଲେ । ପରେ ସାପ କୁ ଏକ ଗଭୀର ଗାତ କରି ତଳେ ପୋତାହୋଇଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ