ଜୀବନକାଳ ମଧ୍ୟରେ ୨ କିଲୋ ଲିପ୍ଷ୍ଟିକ ଲଗାନ୍ତି ମହିଳା

ନାରୀ ସର୍ବଦା ରହସ୍ୟମୟୀ । ଆଉ ନାରୀର ଏହି ରହସ୍ୟ ବିଷୟରେ ଅନେକଙ୍କୁ ହୁଏତ କିଛି କଥା ଜଣା ନ ଥିବ । ଅନେକ ଗୁଣରେ ନାରୀ ପୁରୁଷଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । କିଛି ଗବେଷଣା ଭିତ୍ତିକ ତଥ୍ୟ ମହିଳାମାନଙ୍କ ଉପରେ ଏମିତି କିଛି କଥା କହିଥାଏ ।
– ଜଣେ ମହିଳା ଜୀବନକାଳ ମଧ୍ୟରେ ପ୍ରାୟ ୨ କିଲୋ ୭ ଶହ ଗ୍ରାମ୍ ଲିପଷ୍ଟିକ୍ ଲଗାଇଥାଆନ୍ତି ବୋଲି କୁହାଯାଏ ।

-ପ୍ରତିବର୍ଷ ପ୍ରାୟ ୧ କୋଟି ୪୦ ଲକ୍ଷ କିଶୋରୀ ଗର୍ଭବତୀ
-ପ୍ରତିବର୍ଷ ପ୍ରାୟ ୧ କୋଟି ୪୦ ଲକ୍ଷ କିଶୋରୀ ଗର୍ଭବତୀ

ହୋଇଥାଆନ୍ତି ବୋଲି କୁହାଯାଏ, ଯାହାର ୯୦ ପ୍ରତିଶତ ଆମେରିକା ଭଳି ବିକାଶଶୀଳ ଦେଶରେ ଦେଖାଯାଏ ।

-ଜଣେ ମହିଳା ବର୍ଷକୁ ଅତିକମ୍ରେ ୩୦ରୁ ୬୪ ଥର କାନ୍ଦିଥାଆନ୍ତି
-ଜଣେ ମହିଳା ବର୍ଷକୁ ଅତିକମ୍ରେ ୩୦ରୁ ୬୪ ଥର କାନ୍ଦିଥାଆନ୍ତି

। ହେଲେ ଜଣେ ପୁରୁଷ ବର୍ଷକୁ ୬ରୁ ୧୭ ଥର କାନ୍ଦିଥାଆନ୍ତି ।
-ଶହେ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୪ରୁ ୫ ଜଣ ମହିଳା ଥାଆନ୍ତି ।
-ପୁରୁଷଙ୍କ ଭଳି ମହିଳାମାନେ ଖରାପ କଥା ହେବାକୁ ମଧ୍ୟ ପସନ୍ଦ କରିଥାଆନ୍ତି ।
-ମହିଳାଙ୍କ ଆଘ୍ରାଣ ଶକ୍ତି ପୁରୁଷମାନଙ୍କ ଅପେକ୍ଷା ଅଧିକ, ଯାହା ସେମାନଙ୍କର ଜନ୍ମରୁ ରହିଥାଏ ।
-ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଆଖିପତା ଦୁଇ ଗୁଣା ଅଧିକ ପଡିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ