ଟାଟା ଏସି କୁ ଧକ୍କା ଦେଇ ବାଇକ୍ ଚାଳକ ଗୁରୁତର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ଅନ୍ତର୍ଗତ କୋଙ୍କରଡ଼ା ଠାରେ ଟାଟା ଏସି କୁ ବାଇକ ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରୁତର । ବାଇକ ଚାଳକ ଶେରଗଡ଼ ବ୍ଲକ୍ ଅଲାରିଗଡ଼ ଗ୍ରାମ ଆଶିଷ କୁମାର ମହାରଣା ବୋଲି ସୂଚନା ମିଳିଛି । ଗୁରୁତର ବାଇକ ଚାଳକକୁ ମାନବିକତା ଦେଖାଇଛନ୍ତି କୋଙ୍କରଡ। ଯୁବସରପଞ୍ଚ ପ୍ରତିନିଧି ମିଥୁନ କୁମାର ସେଠୀ । ପ୍ରଥମେ ଘଟଣା ସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ରେ ଭର୍ତି କରିଥିବା ବେଳେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର mkcg କୁ ସ୍ଥାନାନ୍ତର ହୋଇଥିବା ସୂଚନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ