ଟିକୋ ସ୍ପୋଟସ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ

ରାଇରଙ୍ଗପୁର,(ୁଗାବ୍ଦ ନ୍ୟୁଜ୍) : ରାଇରଙ୍ଗପୁର ଷ୍ଟାଡିୟମ୍ ପଡିଆରେ ଅଗ୍ରଣୀ ଟିକେ ସ୍ପୋଟସ୍ କ୍ଲବ ଆନୁକୁଲ୍ୟରେ ଦୁଇଦିନ ଧରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇାଇଛି । ଟୁର୍ଣ୍ଣାମେଣ୍ଟକୁ ଟାଉନଥାନାର ସବଇନିସ୍ପେକ୍ଟର୍ ସଙ୍ଗୀତା ଦାସ ଉଦ୍ଘାଟିତ କରି ଖେଳର ଶୃଙ୍ଖଳା ଓ ପରିଶ୍ରମ ଏକାଗ୍ରତା ଉପରେ ଖେଳାଳି ମାନଙ୍କୁ ରାମର୍ଶ ଦେଇଥିଲେ ।ଖେଳରେ ଝାଡଖଣ୍ଡ ଓ ବିମାନଘାଟି ଉପଖଣ୍ଡର ୧୭ ଟି ବଛା ବଛା ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳରେ ଇଲେଭେନ୍ ନାଲକୋ ଟାଇକ୍ଲବରେ ୪-୨ ରେ ତାଲିକା ସ୍ପୋଟସ ବଲବକୁ ହରାଇ ଚମ୍ପିଆନ ହୋଇଥିଲା ।ଏହା ପରେ ବିଜେତା ଦଳକୁ ପୁରସ୍କାର ରୁେ ୩୦ ହଜାର ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ , ମଙ୍ଗଲ ,ଗେ।।ଲ ବେଣୁ , ପ୍ରମୁଖ ଖେଳରେ ଯୋଗ ଦେଇ ଉସ୍ରାହ କରିଥିବା ବେଳେ ଖେଳକୁ ଅନୁଷ୍ଠାନର ଅଧକ୍ଷ ଆନ୍ତ କିଷ୍କୁ , ବିଜୟ ,କିଶୋର ମହାନ୍ତି , ଅଜିତ ବାସ୍ମେ, ରୁପୟ ମୁର୍ମୁ କାବୁଲ କାସ୍କେ , ମନମୋହନ ପରମାଣିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ