ଦିବ୍ୟ ଜୀବନ ସଂଘ ପକ୍ଷରୁ ସାଧନା ଦିବସ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ଶେହେଳା ଗ୍ରାମସ୍ଥିତ ଶ୍ରୀ ଗୁରୁ ଜଗନ୍ନାଥ ମନ୍ଦିରରେ ଦିବ୍ୟ ଜୀବନ ସଂଘ ଭକ୍ତମାନଙ୍କ ଦ୍ୱାରା ସାଧନା ଦିବସ ପାଳିତ ହୋଇଯାଇଛି । ପାଦପୁଜା , ଅର୍ଚ୍ଚନା , ବିଷ୍ଣୁ ସହସ୍ରନାମ , ଗୀତା , ସୁନ୍ଦର କାଣଅଡ , ହନୁମାନ ଚାଳିଶା ପାଠ ପରେ ପୁଜା ଆରତୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁରେସ ପୁରୋହିତ , ସହଦେବ ପାତ୍ର , ବାପି ସାହୁ , ସିମାଞ୍ଚଳ ମିଶ୍ର , ଉମା ଶଙ୍କର ଦାଶଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।


