ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜ ର ଶତବାର୍ଷିକ ମହାସଭା ଶୁଭ ସ୍ତମ୍ଭ ସ୍ଥାପନ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଳୀଙ୍ଗୀ ପଂଚାୟତ ରେ ଆସନ୍ତା 21 , 22 ଏବଂ 23 ତାରିଖ ତିନି ଦିନ ଧରି ଖଲିଙ୍ଗୀ ଆଳୀୟ ସମାଜ ତୋଟାଠାରେ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜ ର ଶତବାର୍ଷିକ ଉତ୍ସବ ତଥା ସଂ।ସ୍କୃତି ମହାସଭା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି  ଖଲିଙ୍ଗୀ ଆଳୀୟ ସମାଜ ତୋଟାଠାରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଅଛି । ମଣ୍ଡଳ ସଭାପତି ଭଗବାନ ରାଉତଙ୍କ ସଭାପତିତ୍ୱ ରେ ସଭକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କୁଳାଧିପତି ପ୍ରହଲ୍ଲାଦ ଲେଙ୍କା , ଉପ ସଭାପତି ଖଲୀ ପରିଡା , ସମ୍ପାଦକ ନିରଂଜନ ନାୟକ , କୋଷାଧ୍ୟକ୍ଷ ମନୋଜ କୁମାର ପରିଡା , ମୁଖ୍ୟ ଅତିଥି ଡକ୍ଟର ହରୀକୃଷ୍ଣ ନାୟକ (ପୂର୍ବତ୍ତନ କୂଳାଧିପତି), ଗହଙ୍ଗୁ ମଣ୍ଡଳ ସଭାପତି ଭଗବାନ ମହାନ୍ତି , କେନ୍ଦ୍ରସଦସ୍ୟ କମାଗଡ଼ ମଣ୍ଡଳ ସଦାଶିବ ପାତ୍ର, କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ପାଦକ ପିନାକ ନାୟକ , ଖଲିଙ୍ଗୀ ,କମାଗଡ଼, ନାଟେଙ୍ଗା, ବରଗାଁ, ଶିଆଳିଆ , ଗହଙ୍ଗୁ ଓ ଜକର, ମଣ୍ଡଳ ସଭାପତି ତଥା ସମସ୍ତ କର୍ମକର୍ତା ପଲ୍ଲୀର ସଭାପତି ସମେତ ସମସ୍ତ କର୍ମକର୍ତା ସୁଭାସ୍ଟମ୍ଭ ସ୍ଥାପନ ଏବଂ ସଭାରେ ଉପସ୍ଥିତ ରହିଥିବା ବେଳେ ମଙ୍ଗଳ ସମ୍ପାଦକ ସୀମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ