ପରୀ ହତ୍ୟା ମାମଲା : ହାଇକୋର୍ଟରେ ଆବେଦନ କରିବାକୁ କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ନୟାଗଡର଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ । ସମ୍ପୃକ୍ତ ମାମଲାର ସିବିଆଇ ତଦନ୍ତ ଦାବିରେ ପରୀଙ୍କ ମା’ ସୁପ୍ରିମକୋର୍ଟ ଯାଇଥିଲେ । ପ୍ରଥମେ ରିଟ୍ ଓ ପରେ ଏସ୍‌ଏଲ୍‌ପି ଜରିଆରେ ଆବେଦନ କରିଥିଲେ । ତେବେ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି କୋର୍ଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ