ପାର୍କିଙ୍ଗ୍ ଫ୍ରିରେ ଲାଗିବ ଲଗାମ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରରେ ଥିବା ବିଭିନ୍ନ ସପିଂ ମଲ, ସିନେମା ହଲ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଆପାର୍ଟମେଣ୍ଟ ଆଦିରେ ଆଦାୟ କରାଯାଉଥିବା ପାର୍କିଂ ଫି କୁ ଯଥାଶୀଘ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ମହାନଗର ନିଗମ । ବିଡିଏ  ପକ୍ଷରୁ  ଜାରି ସୂଚନା ଅନୁସାରେ ବିଭିନ୍ନ ସପିଂ ମଲ୍ , ମଲଟିପ୍ଲେକ୍ସ, ଆପାର୍ଟମେଣ୍ଟ୍ ଓ ହସ୍ପିଟାଲରେ ଗାଡି ପାର୍କ କରିବା ବାବଦରେ ସାଧାରଣ ଲୋକଙ୍କଠୁ ପାର୍କିଂ ଫି’ ଆଦାୟ କର।।ଉଥିବା ବେଳେ ‘ବିଡିଏ’ ନିୟମର ଦୃଷ୍ଟି ଆଢୁଆଳରେ ବେଆଇନ ଦର୍ଶାଇ ଆଦାୟ କରାଯାଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ