ପୋଷାକ ବଂଟନ ମେଳା

ଛତ୍ରପୁର :ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ପୋଷାକ ବଣ୍ଟନ କରାଯାଇଛି । ଏହି ପୋଷାକ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏସ.ଏମ.ସି ର ସଭାପତି ଉପସ୍ଥିତ ଥିଲେ । ସ୍କୁଲ ର ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡାଙ୍କ ପୌରହିତରେ ଏହି କାଯ୍ୟ ସୁଚାର ରୂପେ ପ୍ରତିପାଦିତ ହୋଇଥିଲା । ଏହି କାଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଯଥା, ଉପେନ୍ଦ୍ର ଭଞ୍ଜ ମିଶ୍ର, ସୁଷମା ମହାନ୍ତି, ନିବେଦିତା ପଟ୍ଟନାୟକ, ହେମବତୀ ରେଡି,ଜୋସ୍ନାରାଣୀ ବିଶ୍ୱାଳ, ସ୍ୱରସ୍ମିତା ଦତ୍ତ, ସ୍ମୁତିମେଧା ମହାପାତ୍ର ଏବଂ ସୁନୀଲ କୁମାର ରାଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ