ଡି.ପଲ୍ ବିଦ୍ୟାଳୟରେ ବିଜ୍ଞାନ ମେଳା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର ର ସୁନାମଧନ୍ୟ ଇଂରାଜୀ ମିଡିୟମ ବିଦ୍ୟାଳୟ ପରିସରରେ ବିଜ୍ଞାନ ମେଳା ଓ ରକ୍ତ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରେଭର ଫାଦର ସାଜୁ ଏଣ୍ଟୋନି ସି.ଏମ୍ ଓ ଉପାଧ୍ୟକ୍ଷ ଫାଦର ଭେରେରିୟନ୍ ସି. ଏମ୍ ଙ୍କ ତତ୍ତ୍ବାଧାନରେ ସୂଚାରୁ ରୂପେ ପରିଚାଳିତ ହୋଇଯାଇଛି । ସ୍ଥାନୀୟ ସରକାରୀ ଶଶି ଭୂଷଣ ରଥ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ମୁଖ୍ୟ ସୁଧାକର ଦାସ ଓ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ଭରତାର୍ଷଭ ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଓ ବିଜ୍ଞାନ ମେଳା ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରି ପ୍ରଦର୍ଶିତ ପ୍ରୋଜେଟ୍ ଗୁଡିକର ମୂଲ୍ୟଙ୍କନ କରିଥିଲେ । ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମକତ୍ତା ଙ୍କ ସହ ଯୋଗରେ ୫ମ ଠାରୁ ୧୦ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପ୍ରଚେଷ୍ଟାରେ ୧୦୦ ଗୋଟି ପଷ୍ଠଳୂ ମଧ୍ୟରୁ ୫୪ ପ୍ରକଳ୍ପ ମନୋନିତ କରି ସୁନ୍ଦର ଭାବେ ପ୍ରଦର୍ଶିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ