ଗଜପତି ପୁଣି୧୮କୋଟିର ନୀଳ ଜୋହର କାଟିଲେ 11/01/202111/01/2021 YWPSENU9 0 Comments ଫୁଣି୧୮କୋଟିର ନୀଳ ଜୋହର କାଟିଲେ ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଅବକାରୀ ବିଭାଗ ପୋଲିସ ମିଳିତ ରେ ଢେପାଗୁଡ଼ା ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ଆଜି ୯୨ ଏକର ଜମିରେ ୧୮କୋଟି ର ନୀଳ ଜୋହର ଗଛ କାଟି ପୋଡିଲେ Spread the love