ବଲିଉଡ କୁ କମବ୍ୟାକ କରିଛନ୍ତି ପ୍ରିୟଙ୍କା
ପ୍ରାୟ ୩ ବର୍ଷ ପରେ ବଲିଉଡ ରେ ପାଦ ରଖିବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପରା । ଫିଲ୍ମ ଦି ସ୍କାଇ ଇଜ ପିଙ୍କର ଟ୍ରେଲର ରିଲିଜ ହୋଇଯାଇଛି ଜ୍ଝ ଫିଲ୍ମ ଦି ସ୍କାଇ ଇଜ ପିଙ୍କ ରେ ନଜର ଆସିବେ ପ୍ରିୟଙ୍କା ଓ ଫରହାନଙ୍କ । ଆସନ୍ତା ଅକ୍ଟୋବର ୧୧ରେ ଏହି ଫିଲ୍ମ ରିଲିଜ ହେବ ଜ୍ଝ ଟ୍ରେଲରରେ ରୋମାନ୍ସ, ଇମୋସନ ସହ ପରିବାର ପ୍ରତି ଭଲପାଇବାକୁ ଦେଖିବାକୁ ମିଳିବ ଜ୍ଝ ଏହି ଫିଲ୍ମଟି ପ୍ରେରଣାଦାୟୀ ବକ୍ତା ଆୟସା ଚୌଧୁରୀଙ୍କ ଜୀବନକୁ ନେଇ ଆଧାରିତ ହୋଇଛି ଜ୍ଝ ଏହି ଫିଲ୍ମର ନିର୍ଦ୍ଦେଶନା ସୋନାଲି ବୋଷ ଦେଇଛନ୍ତି ।


