ବିଜେଡି ମୋ ପରିବାର ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ କାଳିପ୍ରସାଦ ଓ ସହସଂଯୋଜକ ହିରଣ୍ୟ ପଣ୍ଡା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଜୁ ଜନତାଦଳ “ମୋ ପରିବାର”ଜୀବନବିନ୍ଦୁ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ଭାବେ ପୂର୍ବତନ କାଉନସିଲର କାଳିପ୍ରସାଦ ମିଶ୍ର ଓ ସହ ସଂଯୋଜକ ଭାବେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏନେଇ ସାରା କେନ୍ଦ୍ରାପଡାରେ ଖୁସିର ଲହରି ଖେଳିଯାଇଛି । ଉଭୟଙ୍କ ନିଯୁକ୍ତିକୁ ନେଇ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ôନାରାଣୀ ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ, ହରିପଦ ବେହେରା, ସରପଂଚ ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ସୀତାସୁନ୍ଦରୀ ମଳିକ, ଝୁନାରାଣୀ ମଳିକ, ଗାୟତ୍ରୀ ମହାନ୍ତି, ନିରୂପମା ପ୍ରଧାନ, ନରହରି ପାଣି, ସୁଧିର ଦାସ, ସମିତିସଭ୍ୟ ଚିତ୍ତରଞ୍ଜନ ପୃଷ୍ଟି, ଉଦକର ମଳିକ, ସନ୍ତୋଷ ବେହେରା, ହେମନ୍ତ ମଳିକ, ଅଙ୍କୁର ମଳିକ, ଲୋପାମୁଦ୍ରା ବାରିକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମତାରାଣୀ ଧଳ, ସିରାଜ ଖାଁ, ଦୈାତାରୀ ଜେନା, କୈଳାସ ପ୍ରଧାନ, ନିତ୍ୟାନନ୍ଦ ସେଠୀ, ସର୍ବେଶ୍ୱର ମଳିକ, ରାଜେଶ ପଣ୍ଡା, ଶିବ ପ୍ରସାଦ ଭୋଳ, ଦୁଷ୍ମନ୍ତ ମଳିକ, ନରହରି ଲେଙ୍କା, ପ୍ରକାଶ ଲେଙ୍କା, ମୋହନ ଚରଣ ଆଚାର୍ଯ୍ୟ, ଶ୍ରୀକାନ୍ତ ଦାସ, ତ୍ରିଲୋଚନ ଦାସ, ପୂର୍ବତନ ପୈାରପାଳ ଧିରେନ ସାହୁ, ନଗର ବିଜେଡି ସଭାପତି ଯଯାତୀ କେଶରୀ ମହାନ୍ତି, ମଙ୍ଗଳବରଣ ସିଂ, ରଞ୍ଜିତ ସାହୁ, ରୋସ୍ନା ସାହୁ, ସେକ ଚନ୍ଦନ, ମହମ୍ମଦ ନିୟାଜ, ପ୍ରଦୀପ ସାହୁ, ସୁରେଶ ମର୍ଦ୍ଦରାଜ, ଶ୍ରୀକାନ୍ତ ପଣ୍ଡା, ଦେବେନ୍ଦ୍ର ରାଉତ, ପ୍ରକାଶ ପରିଡା, ଜୟନ୍ତୀ ଲେଙ୍କା, ଶକ୍ତିକାନ୍ତ ପାତ୍ର, ଉମେଶ ନାୟକ, ରେବତୀରମଣ ଦାସ, ଦେବଦାସ ମହାନ୍ତି, ବିଜୟ କୁମାର ମଣ୍ଡଳ, ସାହେବସାହିଲ ରାଉତ, ବଳଭଦ୍ର ପଣ୍ଡା, ରଞ୍ଜନ କର, ରଞ୍ଜନ ସାହୁ, ଭବାନୀ ପ୍ରସାଦ କର, ଦୁର୍ଗା ପତି, ଗୋପାଳ ମହାପାତ୍ର, ସଞ୍ଜୟ ଜେନା, ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ,ସହ ଆବାହକ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ,ସାଂସଦ ଅନୁଭବ ମହାନ୍ତି,କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ଆଳି ବିଧାୟକ ପ୍ରତାପ କେଶରୀ ଦେବ , ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ପାଟକୁରା ବିଧାୟୀକା ସାବିତ୍ରୀ ଅଗ୍ରୱାଲଙ୍କୁ କୃତଜ୍ଞତା ଜଣାଇବା ସହ ଉଭୟ ସଂଯୋଜକ ଏବଂ ସହ ସଂଯୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


