ବିଜେପି ପକ୍ଷରୁ ପ୍ଲାଷ୍ଟିକ ବର୍ଜନ , ଜଳ ସଂରକ୍ଷଣ ପାଇଁ ଶପଥ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଭାରତୀୟ ଜନତାପାର୍ଟର୍ି ପକ୍ଷରୁ ସେବା ସପ୍ତାହ ଅବସରରେ ସେଣ୍ଟ ଜାଭିୟର ହାଇସ୍କୁଲ ଠାରେ ପ୍ଲାଷ୍ଟିକ ବର୍ଜନ ଓ ଜଂଳ ସଂରକ୍ଷଣ ପାଇଁ ସପଥପାଠ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, କେନ୍ଦୁଝର ଜିଲ୍ଲା ସେବା ପ୍ରମୁଖ ରାମଚନ୍ଦ୍ର ସାହୁ, ଜିଲ୍ଲା ସଦସ୍ୟତା ସହ ପ୍ରମୁଖ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯଜ୍ଞ ପ୍ରସାଦ ସାହୁ, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଦଶରଥ ଯେନା, ହରମୋହନ ଶାସିନି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଷ୍ଟିକ ବ୍ୟବହାରର ଅପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ସମସ୍ତେ ସକଳ୍ପ ନେବାକୁ ସପଥ ନେଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ