ବିଭିନ୍ନ ସ୍ଥାନ ରେ ବାଲି ଯାତ୍ରା ଉଯାପିତ

ମୋହନା, (ଅଂଶୁମାନ ପଣ୍ଡା):ମୋହନା ବ୍ଲକ ର ଗୁଲୁବା ଗାଁ ଓ ବିରକୋଟ ଗାଁ ରେ ୧୨ଦିନ ଧରି ଚାଲିଥିବା ମା ମାଣିକେଶ୍ବରୀ ଙ୍କ ବାଲି ଯାତ୍ରା ଉଯାପିତ ହେଇଛି ଶନିବାର ଦିନ ପୂଜକ ମାନେ ୧୨ଦିନ ପୂଜା କରିବା ପରେ ଶେଷ ଦିନ ମା ଆବୃଭାବ ହେଇ କଣ୍ଟା ଦୁଳି ରେ ବାସି ଭକ୍ତ ଙ୍କ ଗୁହାରି ଶୁଣିଥାନ୍ତି ପରେ ସେଇ ପରି ଅଡବା ର ଆଦିଷ୍ଠିତ ଦେବି ଭୀମା କାଳୁଆ ଙ୍କ ବାଲି ଯାତ୍ରା ଗ୍ରାମ ମୁଖ୍ୟ ପ୍ରତାପ ସିଂ ପାତ୍ର ଙ୍କ ନିଦେଶ କ୍ରମେ ପୂଜକ ଲୋଚନ ପୂଜାରୀ, ଦଣ୍ଡପାଣି ପୂଜାରୀ, ପ୍ରଥମ ଦିନ ରେ ଗାଁ ନିକଟ ନଦୀ ରୁ ପୂଜା କରି ବାଲି ଆଣି ମନ୍ଦିର ରେ ରଖି ବିହୀନ ପୂଜା କରନ୍ତି ଶେଷ ଦିନ ରେ ପୂଜକ ଙ୍କ ଦେହକୁ ମା ବିଜେ କରି କଣ୍ଟା ଦୁଳି ରେ ବସି ଭକ୍ତ ଙ୍କ ଗୁହାରି ଶୁଣି ମାନସିକ ଧାରୀ ମାନେ ମାନସିକ ପୂରଣ ପରେ ମା ଙ୍କ ନିକଟ ରେ ପିଠା ପଣା ଭୋଗ ଲଗାଇ ମା ଙ୍କ ଦର୍ଶନ ଲାଭ କରନ୍ତି ରବିବାର ଉଯାପିତ ଯାତ୍ରା ରେ ଅଂଚଳ ର ଶତାଧିକ ଭକ୍ତ ଙ୍କ ଭିଡ଼ ଜମିଥିଲା ମା ଙ୍କ ନିକଟରେ ମାନସିକ ରଖିଲେ ପୂରଣ ହେଇଥଏ ବୋଲି ଭକ୍ତ ଙ୍କ ବିଶ୍ୱାସ ରହିଛି ଏହି ଯାତ୍ରା କୁ ପରିଚାଳନା କରିଥିଲେ ଗ୍ରାମ ବାସି ମାନେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ