ବିରାଟକାୟ WHALW ମାଛ ଜୀବିତ ଉଦ୍ଧାର

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ର ନୂଆଁ ପୋଡ଼ମପେଟା ସମୁଦ୍ର ବେଳା ଭୂମିରେ ଏକ ବିରାଟକାୟ WHALE ମାଛ ଉଦ୍ଧାର କରାଯାଇଛି । କିଛି ଲୋକ ସମୁଦ୍ର କୂଳରେ ଲାଗିଥିବା ଦେଖି ବନ ବିଭଗାକୁ ଖବର ଦେବା ପରେ ଫରେଷ୍ଟର ଅଭିନାଶ ଚୌଧିରିଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚି ଉକ୍ତ ମାଛକୁ ସମୁଦ୍ର ଭିତରେ ଛାଡ଼ିଦେଇଥିଲେ । ଏହି ମାଛ ର ଲମ୍ବା ୨୨ପୁଟ ଓ ଗୋଲେଇ ୭ ପୁଟ ଥିବା ବେଳେ ସୁରକ୍ଷିତ ଅବସ୍ଥାରେ ଛଡ଼ାଯାଇଥିବା ଫରେଷ୍ଟର ଚୌଧୁରୀ କହିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ