ବି ଇ ଡି ଏବଂ ଓଟିଇଟି ପରୀକ୍ଷା ଏକକାଳୀନ ନକରିବା ପାଇଁ ଛାତ୍ରଛାତ୍ରୀଙ୍କ ବିରୋଧ

ବ୍ରହ୍ମପୁର ,( ମନୋଜ କୁମାର ସାହୁ ) : ବି ଇ ଡି ଏବଂ ଓଟିଇଟି ଏକକାଳିନ ପରୀକ୍ଷା ବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଏନେଇ ଛାତ୍ର ଛାତ୍ରୀ ମାନେ ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା ୫ ଗୋଟି ବିଇଡି କଲେଜର ଛାତ୍ରଛାତ୍ରୀ ପ୍ରଶାସନ କୋଠା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୂଳସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପରୀକ୍ଷା ଘୁଞ୍ଚାଇବାକୁ କୁଳସଚିବ ରଂଜନ କୁମାର ବିଶ୍ୱାଳ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ