ବୋଉ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ
କଟକ, (ଯୁଗାବ୍ଦ ନ୍ୟୁଜ):ସାହିତ୍ୟ ପତ୍ରିକା ବୋଉ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି. ବୋଉ ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ, ସଭାପତି ଲେଖିକା ମନୀଷା ରାୟ ପତାକା ଉତୋଳନ କରିବା ସହିତ ଆଜିର ଯୁବ ପିଢ଼ି ସ୍ୱାଧୀନତା ସଂଗ୍ରାମୀ ଙ୍କ ମାର୍ଗ ଅନୁସରଣ କରିବାକୁ କହିଥିଲେ. ମା, ମାଟି ମାତୃଭାଷା ପ୍ରତି କାର୍ଯ୍ୟ କରିବା ଆଜିର ଚିନ୍ତନ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ


