ବ୍ଲାକପୋଡା ଗବେଷଣା ଓ ପାଠାଗାର ର ବାର୍ଷିକ ଉସ୍ରବ

କୋଣାର୍କ ( ଯୁଗାବ୍ଦ ନ୍ୟୁଜ) ବ୍ଲାକ ପାଗୋଡା ଗବେଷଣା କେନ୍ଦ୍ର ଓ ପାଠାଗାର କୋଣାର୍କର ୨୨ ତମ ବାର୍ଷିକ ଉସ୍ରବ କୋଣାର୍କ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଶିକ୍ଷାବିତ ଶ୍ରୀମତି ନୟନା ଶତପଥୀ , ସମାଜସେବୀ ରବିନ୍ଦ୍ର ନାୟକ , ଭୀମସେନ ଦାସ , ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରରେ ଶକ୍ି ଦେବ ଶତପଥୀ ଙ୍କୁ ଅର୍କପଦ୍ମ ଏବଂ ରାଜକିଶୋର ମହାପାତ୍ରଙ୍କକୁ ଅର୍କବୀର ସମ୍ମାନ ପ୍ରଦାନ କରାଯାଇଛି ।ସେହିପରି କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏଡି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରତ୍ନାକର ନାୟକ , ସଭାପତି କରିଥିବା ବେଳେ ସଂମ୍ପାଦକ ବିଚିତ୍ର କୁମାର ଓଝା । ôବାର୍ଷିକ ବିବରଣୀ ପାଠ କରିଥିଲେ । ନୃସିଂହ ନାୟକ , ଅମରେଶ୍ୱର ମଲ୍ଳୀକ , ବ୍ରହ୍ୱାନନ୍ଦ ମହାରଣା , ସୁବାସ ବରାଳ ପ୍ରମୁଖ ପରିଚାଳନା କରିଥିଲେ । କ୍ଷେତ୍ର ମୋହନ ପାଢୀ ଧନ୍ୟବାଦ ଅପଁଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ