ସୋମବାର ୧୨ ଘଣ୍ଟିଆ । ବନ୍ଦ ଡାକରା

ଭାରତୀୟ ପତ୍ନତତ୍ୱ ସଂର୍ବେକ୍ଷଣ ସଂସ୍ଥା ତରଫଣଉ ସୂର୍ଯ୍ୟ ମନ୍ଦିର ପାଶ୍ୱର୍ରେ ଥିବା ପୂର୍ତ ବିଭାଗର ୯ ଏକର ଜାଗାକୁ ଜବର ଦଖଲ କରି ପାଚେରୀ ନିର୍ମାଣ କରୁଥିବା ପ୍ରତିବାଦରେ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ଆସନ୍ତା ୧୮ ତାରିଖ ଦିନ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକରା ଦେଇଥିବା ଜଣାପଡିଛି ।ା ,ନେଇ ବିକାଶ ପରିଷଦ ର ସଭାପତି ପ୍ରେସ ମିଟିଂରେ କହିଛନ୍ତି ।ସୂଜନା ଅନୁସାରେ କୋଣାର୍କ ଯାତ୍ରୀ ନିବାସ ସମ୍ମୁଖରେ ୯ ଶହ ଏକର ପଡିଆ ରହିଥିଲା । ଏପରିକି ସେଠାରେଉଦ୍ୟାନ କରିବାକୁ ପ୍ରସ୍ତୁତ କରାଯାଇଥିଲ।। ପୁଣୀ ସେହି ସ୍ତାନରେ ପଥର ପାଚେରୀ କରାଯାଇଥିଲା ।ଏହାକୁ ଲୋକମାନେ ବିରୋଧ କରିଥିଲେ । । ଏହି ପରି ମନମୁଖି କାର୍ଯ୍ୟ କ୍ରମକୁ ବିରୋଧ କରି ୧୮ ତାରିଖରେ ରାସ୍ତା ଅବରୋଧ କରିବା ସହ ବନ୍ଦ ଡାକରା ଦେଇଛନ୍ତି ।ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ , ଉପଜିଲ୍ଲାପାଳ , ଏସ୍ଡିପିଓ ଙ୍କୁ ଅବଗତ କରାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ