ସେନାକୁ ମିଳିବ ଶକ୍ତିଶାଳୀ ଗ୍ରାନେଡ

ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନାକୁ ଆହୁରୀ ଦୃଢ କରିବା ପାଇଁ ଓ ସେନା ହାତରେ ଦୃଢ ଶକ୍ତି ଦେବାପାଇଁ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ୨୫୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବାକୁ ମଞ୍ଜୁର ଦେଇଛି । ସେନା ମାନଙ୍କ ପାଇଁ ମଧ୍ୟ ୧୦ ଲକ୍ଷ ଟଙ୍କାର ହେଣ୍ଡ ଗ୍ରେନେଡ କିଣାଯିବ । ମୋଦି ସରକାରଙ୍କ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ସେନା ମାନଙ୍କୁ ଖରିଦ କରାଯିବ । ରାଇଫଲ ରୁଷ ସହ ମିଳିତ ଭାବେ ନିର୍ମାଣ ହୋଇଥିବା ଏକେ ର।।ଇଫଲ ମଧ୍ୟ ଭାରତୀୟ ସ୍ଥଳ ସେନା ପାଇଁ ମଧ୍ୟ କ୍ରୟ କରାଯିବ । ବର୍ତ୍ତମାନ ସେନା ମାନେ ଏଚଇ -୩୬ ବଦଳରେ ହ୍ୟାଣ୍ଡ ଗ୍ରାନେଡ ବ୍ୟବହାର କରାଯିବ । ଏହା ସହ ଫାୟାର କଣ୍ଟୋ ସିଷ୍ଟମ ମଧ୍ୟ କ୍ର୍ର ୟ କରଯିବ । ଭାରତୀୟ ସେନାକୁ ସୁଦୃଢ କରାଯିବ । ଶତ୍ରୁ ପକ୍ଷକୁ ଠିକ ସମୟରେ ଯବାବ ଦେବା ପାଇଁ ତୟାର ରହିବ ଆମ ସେନା ବର୍ତ୍ତମାନ ଠାରୁ ଆହୁରୀ ଆଗକୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଭାରତୀୟ ଜଳସେନା ଓ ସ୍ଥଳସେନା ସମସ୍ତ ବାହିନୀକୁ ଆହୁରି ସୁଦୃଢ କରାଯିବ । ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ନିର୍ମଳା ସୀତାରମଣଙ୍କ ଅଧକ୍ଷତାରେ ଉଚ୍ଚସ୍ଥରୀୟ ବୈଠକ ବସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ