ମଣିଷର ଓଜନ ୪୩୫ କି.ଗ୍ରା !

ସାଧାରଣତଃ ଏକ ସୁସ୍ଥ ମଣିଷର ଓଜନ ୭୫ରୁ ୮୫ କି.ଗ୍ରା ଭିତରେ ରହିଥାଏ । କେବେକେବେ ଏହା ବଢି ୧୦୦ କେଜି ହୋଇଥାଏ । ହେଲେ ୪୩୫ କେଜିର ମଣିଷ! କେହି ବି ବିଶ୍ୱାସ କରିବେ ନାହିଁ, ଏପରି ମଣିଷ ଅଛନ୍ତି ବୋଲି । ହେଲେ କଥାଟି ସତ । ପାକିସ୍ତାନରେ ଏପରି ଜଣେ ମଣିଷ ଅଛନ୍ତି ଯାହାଙ୍କର ଓଜନ ୪୩୫ କେଜି । ୨୫ ବର୍ଷୀୟ ଅରବାବ ଖିଜର ହୟାତଙ୍କ ଉଚ୍ଚତା ୬ଫୁଟ୍ ୩ ଇଞ୍ଚ । ତାଙ୍କୁ ପାକିସ୍ତାନର ‘ପାକିସ୍ତାନି ହଲ୍କ’ ସମ୍ମାନ ମିଳିସାରିଛି । ଏହି ଶକ୍ତିଶାଳୀ ମଣିଷଙ୍କ ଇଚ୍ଛା ଡବ୍ଲ୍ୟୁଡବ୍ଲ୍ୟୁଇରେ ଭାଗନେବା ପାଇଁ । ତାଙ୍କର ଏତେ ଓଜନ ହୋଇଥିଲେ ମଧ୍ୟ ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଅରବାବଙ୍କ ସୋସିଆଲ୍ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ସେ ଏକ ଟ୍ରାକ୍ଟର ଓ ଗାଡିକୁ ଟାଣୁଥିବାର ଦେଖାଯାଉଛି । ସେ ଦିନକୁ ୧୦ ହଜାର କ୍ୟାଲୋରିର ଖାଦ୍ୟ ଖାଇଥାଆନ୍ତି । ଯେଉଁଥିରେ ତାଙ୍କ ଖାଦ୍ୟ ତାଲିକାରେ ମହାଦେଶରେ ଭୂମିକମ୍ପ, ଝଡ଼ତୋଫାନ୍, ବନ୍ୟା, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏହି କୁଣ୍ଡର ଜଳସ୍ତର ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଥାଏ । ଏହା କିପରି ହେଉଛି ତାହା ଏ ପର୍ଯ୍ୟନ୍ତ ମଧ୍ୟ ଅଜଣା । ଏହି କୁଣ୍ଡର ଗଭୀରତା ମାପିବା ପାଇଁ ପ୍ରୟାସ ହୋଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିବା ସ୍ଥାନୀୟ ଲୋକେ କୁହନ୍ତି । କିଛି ବିଶେଷଜ୍ଞ ଥରେ ଏହାର ଗଭୀରତା ମାପିବା ପାଇଁ କ୍ୟାମେରାର ବ୍ୟବହାର କରିଥିଲେ । ତେବେ ୨ ଶହ ମିଟର ପର୍ଯ୍ୟନ୍ତ କ୍ୟାମେରା ଯାଇଥିବାବେଳେ ଅବଶିଷ୍ଟ ଗଭୀରତାକୁ ମାପିବାରେ ବିଫଳ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ