ମନ୍ଦିର ଭଙ୍ଗାରୁଜାକୁ ବିରୋଧ କରି ପଞ୍ଜାବରେ ରାସ୍ତାରୋକ, ଧାରଣା

ନୂଆଦିଲ୍ଳୀ , ଦିଲ୍ଲୀ ସରକାରଙ୍କ ଦ୍ୱାରା ତୁଗଲକାବାଦସ୍ଥିତ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀଙ୍କ ମନ୍ଦିର ଭଙ୍ଗାରୁଜାକୁ କେନ୍ଦ୍ର କରି ପଞ୍ଜାବରେ ବିରୋଧ କରିବା ସହ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । େଏ÷ତିହାସିକ ତିର୍ଥ ଯାତ୍ରାର ମାନ୍ୟତା ପାଇଥିବା ମନ୍ଦିରକୁ ଭଙ୍ଗାକୁ କେନ୍ଦ୍ର କରି ଲୋକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଅ୍ରଖିଳ ଭାରତୀୟ ଆଦି ଧର୍ମ ମିଶନର ମୁଖ୍ୟ ସନ୍ତ ସତବିନ୍ଦର ହୀରା ମୁଖ୍ୟ ପ୍ରଚାରକ ସନ୍ଥ ଯୋଗିନ୍ଦର ପାଲ ,ସନ୍ଥ ଦୟାଲ ଚାନ୍ଦ,ଆଞ୍ଚଳି୍କ କମିଟିର ସଦସ୍ୟ ବିରୋଧ କରିଛନ୍ତି । ରାୟାର ଜାଳି ଅମୃତସର ରାଜପଥର ,ଜଳନ୍ଧର,ଲୁଧିଆନା ରାଜପଥ ଅବରୋଧ କରିଥିଲେ । ବିରୋଧ ସ୍ଥଳରେ ପୋଲିସ ପ୍ରଶାସନ ପଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଛି । ଏହା ଅନ୍ୟ ରାଜ୍ୟକୁ ବ୍ୟାପୁଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ