ମହାଶିବରାତ୍ରୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭକାମନା

ଭୁବନେଶ୍ୱର,(ଓ୍ୱାଇଏନ୍‌ଏସ୍‌): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶିବରାତ୍ରୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଦେଶବାସୀଙ୍କୁ ମହା ଶିବରାତ୍ରୀର ପବିତ୍ର ଅବସରରେ ଅନେକ ଶୁଭକାମନା । ଦେବାଧିଦେବ ମହାଦେବଙ୍କ ଅସୀମ କୃପା ଆମ ସମସ୍ତଙ୍କର ଉପରେ ରହି ଥାଉ, ଏହା ହିଁ ପ୍ରାର୍ଥନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ